kabisurya nagar mahamayi jatra re helicopter rasubhidha-କବିସୂର୍ଯ୍ୟ ନଗର ମା ମହାମାୟୀ ଯାତ୍ରା ରେ ମନୋରଞ୍ଜନ ପାଇଁ ହେଲିକାପଟର ସୁଭିଧା

halicopter facility for jatra

କବିସୂର୍ଯ୍ୟ ନଗର  ମା ମହାମାୟୀ ଯାତ୍ରା ରେ  ମନୋରଞ୍ଜନ ପାଇଁ ହେଲିକାପଟର ସୁଭିଧା .
2020/19/02 କବିସୂର୍ଯ୍ୟ ନଗର ଗଂଜାମ . ମା ମହାମୟୀଙ୍କ ଯାତ୍ରା ହେବା  କୁ ଯାଉଅଛି  ଯାହାକି ପ୍ରତି ବାରବର୍ଷରେ ହୋଇଥାଏ କିନ୍ତୁ ଏହିବର୍ଷ  10 ବର୍ଷ ରେ ହେବାକୁ ଯାଉଅଛି |  ବିଶ୍ୱପ୍ରସିଦ୍ଧ ମା ମହାମୟୀଙ୍କ ଯାତ୍ରା ଟି  ଏପ୍ରିଲ ମାସ 29 ଠାରୁ ମେ 1 ତାରିଖ ପର୍ଯ୍ୟନ୍ତ ବହୁତ ଆଡମ୍ବର ରେ ହେବ  |ଏହି ଯାତ୍ରଟି  ଦେଖିବା ପାଇଁ କାଇଁ କେତେ ଦୂର ରୁ ଲୋକମାନେ ଆସିଥାନ୍ତି  ଓ ମାଙ୍କ ଯାତ୍ରା କୁ ଦେଖିଥାନ୍ତି |ଏହି ଯାତ୍ରା  ରେ ବହୁତ ପ୍ରକାର ର ଆସବା ପତ୍ର  ମିଳିବା ସହିତ ବହୁତ ମନରଞ୍ଜନ ପାଇଁ କାର୍ଯ୍ୟ କ୍ରମ ମଧ୍ୟ ଥାଏ |ବିଭିନ ପ୍ରକାର ଦୋଳି  -ରାମଦୋଳି ,ଡାଁସିଙ୍ଗ  ଦୋଳି ,ଡ଼ଙ୍ଗା ଦୋଳି ,ମତକା କୂଅ ,କୁଣ୍ଢେଇ ଖେଳ,କଳାକୁଞ୍ଜ ,ମିନାବଜାର,ଯାତ୍ରା ମହଲ ଓ  ବହୁତ ମନୋରଞ୍ଜନ କାର୍ଯ କ୍ରମ ହୋଇଥାଏ  |ପ୍ରତି ସାହି  ଛକ ରେ ବିଶାଳ କାୟ ମେଢ଼ ଦେଖିବାକୁ ମିଳିଥାଏ |ଓଡ଼ିଆ ସହି ଛକରେ ହେଉଥିବା "ପାତାଳ  ଭିରବି  ଅନ୍ୟତମ ",ପୋଲସରା କାଳି ,ବିଶ୍ଵମୂର୍ତି ,ଅର୍ଜୁନଙ୍କ ଲକ୍ଷ ବିନ୍ଧା  ଏମିତି ବହୁତ ମେଢ଼  ଦେଖିବା କୁ ମିଳିବ| ଏହା ସହିତ 2020 ମହାମାୟୀ ଯାତ୍ରା ରେ ମୁଖ୍ୟ ଆକର୍ଷଣ ଟି ହେବା କୁ ଯାଉଛି  ହେଲିକାପଟର ସୁଭିଧା ଯାହା ଫଳରେ ସାଧାରଣ ଲୋକମାନେ ହେଲିକାପଟର ରେ ବସି ପୁରା କବିସୂର୍ଯ୍ୟ ନଗର ର ଦୃଶ ଦେଖିବା ସହ ମାଙ୍କ ଯାତ୍ରା କୁ ଭି ଦେଖିପାରିବେ | ସାଧାରଣ ଲୋକମାନେ ତାଙ୍କ ଜୀବନ କଳାମଧ୍ୟ ରେ ହେଲିକାପଟର ରେ ବସିପାରନ୍ତି ନାହିଁ  2020ଯାତ୍ରାରେ  ବସିବାର ସୁଭିଧା ପାଇବେ |ଆମର ଆର୍ଟିକଲ ଟି କେମିତି ଲାଗିଲା ଆମକୁ  କମେଣ୍ଟ  ବା email  କରୀଜଣାନ୍ତୁ  | ଟିମ kabisurya  social media .


Share This

0 Comments:

Please do not enter any spam link in the comment box