mahamayi jatra subhakhuni2020 |
କବିସୂର୍ଯ୍ୟନଗର ର ଆରାଧ୍ୟ ଦେବୀମା ମହାମାୟୀ ଙ୍କ ଯାତ୍ରା ନିମନ୍ତେ 28feb 2020 ଶୁଭ ଖୁଣ୍ଟି କୁ ସ୍ଥାପନ କରା ଯାଇଥିଲା| ଏହି ଉତ୍ସହ ରେ ନଗରର ସମସ୍ତ ନାଗରିକ ଯୋଗ ଦେଇଥିଲେ |ଶୁଭଖୁଣ୍ଟି ଆଣିବା ପାଇଁ ସକାଳ 8 ଟା ସମୟରେ ନଗରର ସମସ୍ତ ଜନସାଧାରଣ ମାଙ୍କ ଘର ବା ଦେଶୀବେହରା ରେ ଯୋଗ ଦେଇଥିଲେ ଓ ଏଠାରୁ ଶୋଭାଯାତ୍ରା ବାହାରି ଓଡିଆସହଇହୋଇ ଜେନାସାହି ହୋଇ ବୃନ୍ଦାବନ ପ୍ରଶାସନ ବାରିପଟ କାଳିଦାସ ଙ୍କ ଘରେ ଆଗରୁ ଚିନ୍ନଟ କରାଯାଇଥିବା ଖିରିକୋଳି ଗଛକୁ ଦାରୁ ଭାବେ ଯଥାରୀତି ପୂଜାବିଧି ପୂର୍ବକ କଟା ଯାଈ ଦେଶୀବେହରା ସାହି କୁ ଅଣାଜାଇଥିଲା |ପିତ୍ତଳ ଗ୍ରାମର ଦମଳା ପରିବାର ପୂଜାର୍ଚ୍ଚନା କରିଥିଲେ |ମହାରଣା ଏହି ଖିରିକୋଳି ଗଛକୁ ଶୁଭଖୁଣ୍ଟି ପ୍ରସୂତ କରିବା ପରେ ନଗର ପରିକ୍ରମା କରାଯାଇଥିଲା |ବିଭିନ ପ୍ରକାରର ପଟୁଆର ଘଣ୍ଟ ,ବାଦ୍ୟ ,ମୄଦୁଙ୍ଗ ,ହୁଳହୁଳି ,ଭକ୍ତିମୟା ପରିବେଶ ଦେଶୀବେହରା ମାଙ୍କ ଘର ଆଗରେ ସ୍ଥାପନ କରାଯାଇଥୀଲା |ଏହି ସମାବେଶ ରେ ହଜାର ହଜାର ଭକ୍ତ ଦେଖୀବା କୁ ମିଳିଥିଲା |ଶୁଭଖୁଣ୍ଟି ସ୍ଥାପନ ପରେ ନଗରର ହଜାର ହଜାର ଶ୍ରଦ୍ଧାଳୁ ଶୁଭଖୁଣ୍ଟିରେ ପଣା ଢାଳିଥିଲେ |ଓ ଏହାକୁ ଦେଖିବାକୁ ବହୁତା ଭିଡ ଲାଗିଥିଲା ଓ ଆସନ୍ତା APRIL 27 ରେ ଡେସିବେହରା ସାହିଠାରେ ଅସ୍ଥାୟୀ ମା ମହାମୟୀ ଙ୍କ ଘର ଗୃହପ୍ରତିଷ୍ଠା ଓ ଏପ୍ରିଲ 29 ଠାରୁ ଜୁନ 1 ପର୍ଯ୍ୟନ୍ତ ଯାତ୍ରା ଅନୁଷ୍ଠିତ ହେବ | Article ଟି କେମିତି ଲାଗିଲା ଆମକୁ କମେନ୍ଟ ବା EMAIL କରି whats app କରି କୁହନ୍ତୁ
Categories:
2020 Mahamayi Jatra
0 Comments:
Please do not enter any spam link in the comment box