ଆସନ୍ତୁ କରୋନା ସହିତ ଲଢ଼ିବା ଓ ଆମ ପ୍ରଶାସନ କୁ ସାହାଯ୍ୟ କରିବା -କୋରନା କୁ ଡରନା



ଆସନ୍ତୁ କରୋନା ସହିତ ଲଢ଼ିବା ଓ ଆମ ପ୍ରଶାସନ କୁ ସାହାଯ୍ୟ କରିବା -କୋରନା କୁ ଡରନା
କବିସୂର୍ଯ୍ୟ ନଗର :21/03/2020 କରନା virous ପାଇଁ ସାରା ବିଶ୍ୱକୁ ଅସୁଭିଦ୍ଧା ର ସମ୍ମୁଖୀନ କରିବାକୁ ପଡୁଛି ଏହି virous  ରୁ ବଞ୍ଚିବାପାଇଁ ଆମ ପ୍ରଶାସନ ନୁଆଁ ନିଅମ ଆଣିଛନ୍ତି ଆମକୁ ଏହି ନିଅମକୁ ମାନିବା ସହ ଆମ ପ୍ରଶାସନକୁ ସାହାଯ୍ୟ କରିବା :ଗଞାମ ଜିଲ୍ଲା ପ୍ରଶାସନ ର ନିଷ୍ପତ୍ତି ଅନୁସାରେ ସମସ୍ତ  ହୋଟେଲ୍, ରେଷ୍ଟୁରାଣ୍ଟ, ବାର୍ , ଲଡଜ୍ବ ବନ୍ଦ ରହିବ ।ସରକାରୀ ବେସରକାରୀ ବସ୍ ରେ ନିର୍ଦ୍ଧିଷ୍ଟ ସିଟ୍ ର ଅଧା ଯାତ୍ରୀ ଙ୍କୁ ନେଇପାରିବେ ।ଅଟୋରେ ଦୁଇ ଜଣ ଯାତ୍ରୀଙ୍କୁ ନେଇ ପାରିବେ । ବାଇକ୍ ରେ କେବଳ ଜଣେ ହିଁ ଯାଇ ପାରିବେ। ୭ ଜଣଙ୍କ ରୁ ଅଧିକ ଗୋଟିଏ ସ୍ଥାନରେ ଗହଳି କରି ରହି ପାରିବେ ନାହିଁ ।୧୪୪ ଉଠା ଯାଇଥିବା ଦେଲେ ସୂଚନା ।ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବ୍ରହ୍ମପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନାଦେଇଥିଲା

            



Share This

0 Comments:

Please do not enter any spam link in the comment box