କରୋନା ପାଇଁ 2020 ର ମହାମାୟୀ ଯାତ୍ରା ସମ୍ପୂର୍ଣ ବନ୍ଦହେଲା : କବିସୂର୍ଯ୍ୟନଗର ଲୋକଙ୍କ ମତରେ 2020ମହାମାୟୀ ଯାତ୍ରଟିକୁ ଏମିତି କରିବା ସମସ୍ତ ଜନସାଧାରଣ ଶହଶହ ବର୍ଷ ମନେ ରଖିବେ ଯାହା ଆଜି ସତହୋଇଛିକରୋନା ପାଇଁ 2020 ର ମହାମାୟୀ ଯାତ୍ରା ସମ୍ପୂର୍ଣ ବନ୍ଦହେଲା ବିଶ୍ୱାସ ନ ହେଲେଭି ସତ ଆଜି ହେବାକୁଥିବା ବିଶ୍ୱପ୍ରସିଦ୍ଧ ମହାମାୟୀ ଯାତ୍ରା ତାରିଖ ଅପ୍ରିଲ 29\04\2020\ ଠାରୁ ଜୁନ 1/04/2020 ପର୍ଯ୍ୟନ୍ତ ହୋଇଥାନ୍ତା କବିସୂର୍ଯ୍ୟନଗର ଲୋକଙ୍କ ମତରେ 2020ମହାମାୟୀ ଯାତ୍ରଟିକୁ ଏମିତି କରିବା ସମସ୍ତ ଜନସାଧାରଣ ଶହଶହ ବର୍ଷ ମନେ ରଖିବେ ଯାହା ଆଜି ସତହୋଇଛି ମହାମାୟୀ ଯାତ୍ରାର ଇତିହାସର ଏକ କଳଙ୍କିତ ଦିନଭାବେ ଲିପିବଦ୍ଧ ହୋଇରହିଗଲା ଏହି ଯାତ୍ରା ପ୍ରତି ବାରବର୍ଷକୁ ଥରେ ହୋଇଥାଏ ହେଲେ ବିଗତ ଦୁଇଟି ଯାତ୍ରା 10ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହୋଇଥିଲା . ମହାମାୟୀ ଯାତ୍ରା ହେବାପାଇଁ କବିସୂର୍ଯ୍ୟନଗର ଜନତା,ପ୍ରଶାସନ,ମନ୍ଦିର ପରିଚାଳନା ଓ ମହାମାୟୀ ଯାତ୍ରା ର 21ଜଣ କମିଟି ମିଶି ନିଷ୍ପତିନିଆ ଯାଇଥିଲା ଯାତ୍ରା ହେବାପାଇଁ ସମୟ 29/04/ଠାରୁ 1/06/2020 ପର୍ଯ୍ୟନ୍ତ ସମୟ ନିର୍ଧାରଣ କରାଯାଇଥିଲା ତା ସହିତ ଯାତ୍ରା ପାଇଁ 28/02/2020 ତାରିଖ ଶୁଭଖୁଣ୍ଟି କୁଅଣାଯାଇଥିଲା ସେହି ଶୁଭଖୁଣ୍ଟି କୁଆଣି ସାରାନଗରପରି କ୍ରମାକରାଯାଇ ଓ ଦେଶୀବେହେରା ସାହି ମାଙ୍କ ଘରେ ସ୍ଥାପନା କରାଯାଇଥିଲା
2020 mahamayi jatra ra subhakhunti |
ଏଥିରେ ନଗରର ସମସ୍ତ ଜନସାଧାରଣ ଯୋଗଦେବାସହ ବିଭିନ ପଟୁଆରରେ କବିସୂର୍ଯ୍ୟନଗର କମ୍ପିଉଠୁଥିଲା ଏପ୍ରିଲ 28ରେ ମାଙ୍କ ଘର ନିର୍ମାଣକରାଯାଇ ଯାତ୍ରା କାର୍ଯ୍ୟ ଅନୁଷ୍ଠିତ ହୋଇଥାନ୍ତା . କରୋନା ପାଇଁ 2020 ର ସମସ୍ତ ପର୍ବପର୍ବାଣି ବନ୍ଦ ହେବାସହ ମାମହାମୟୀ ଙ୍କ ଯାତ୍ରା କୁ ଭି ସ୍ଥଗିତ ରଖାଗଲା ପୁଣି ଯାତ୍ରା ପାଇଁ ସମୟ ବାହାର କରାଯାଇ ବିଗତବର୍ଷରେ କରାଯିବ
କରୋନା ପାଇଁ ସମଗ୍ର ବିଶ୍ୱ ହାହାକାର ହୋଇଛୀ ଏପରିକି ବିଶ୍ୱର ବିକଶିତ ଦେଶମାନଙ୍କରେ ଭି କରୋନା ର ପ୍ରଭାବ ଦେଖିବାକୁମିଳିଛି .ଆମ ଦେଶଭାରତରେଭି ଏହାର ପ୍ରଭାଵପଢ଼ିଛି ମାର୍ଚ୍ଚ 23 ଠାରୁ ଏପ୍ରିଲ 3 ପର୍ଯ୍ୟନ୍ତ ସାରା ଦେଶ lock-down ରେ ଅଛି ଆଗକୁଭିରହିବାର ସମ୍ଭାବନା ଅଛି.
`
ଘରେ ରୁହନ୍ତୁ କରୋନା ଠୁ ଦୁରେଇ ରୁହନ୍ତୁ .
Categories:
2020 Mahamayi Jatra
0 Comments:
Please do not enter any spam link in the comment box