ଚିନରୁ ଭାରତ ମୁହାଁ ବିଦେଶୀ କମ୍ପାନୀ ଭାରତ ଆସିବାକୁ ଚାହୁଁଛନ୍ତି ହଜାରେ ରୁ ଅଧିକ କମ୍ପାନୀ ।
କରୋନା ପାଇଁ ଚୀନରେ ବହୁତ ସମସ୍ୟା ର ସାମ୍ନା କରିବାକୁ ପଡୁଛି ।
ବର୍ତ୍ତମାନ ସାରା ଜଗତ କରୋନା ପାଇଁ ହାହାକାର ହୋଇଛି ।କରୋନା ଭୁତାଣୁ ଯୋଗୁଁ ଚୀନର ଅଧିକାଂଶ କମ୍ପାନୀ ଭାରତ ଆସିବାକୁ ଚାହୁଁଛନ୍ତି ।ଏପରିକି ଉକ୍ତ କମ୍ପାନୀ ମାନେ ଭାରତ କମ୍ପାନୀଗୁଡିକ ସହ କଥା ବାର୍ତା କରିସାରିଲେଣି ।ଚୀନ ଏସବୁ କମ୍ପାନୀମାଙ୍କୁ କଞ୍ଚାମାଲ ଯୋଗାଇଥାଏ ତାହା ଏବେ ସମସ୍ୟା ହୋଥିବା ସ୍ଥଳେ
ଏହାକୁ ଭାରତ କିପରି ପୂରଣ କରିବ ତାହା ଏବେ ଆଲୋଚନା ଚାଲିଛି ।ଭବିଷ୍ୟତରେ କରୋନା ଭଳି ପରିସ୍ଥିତି ଉପୁଜିଲେ କୌଣସି ସି ଦେଶଉପରୁ ନିର୍ଭରତା କମାଇବାପାଈ କମ୍ପାନୀ ଗୁଡିକ ଏପରି ଚାହୁଁଛନ୍ତି ।
ଚୀନର Wohan ସହରରେ ଅନେକଗୁଡିଏ ମୋଟର କମ୍ପାନୀ ରହିଛି ଏହି ସହରକୁ ଚୀନର ମୋଟର ସହର ଭି କୁହାଯାଏ ।ଏଭଳିକ୍ଷେତ୍ର କରୋନା ପ୍ରକୋପ ବଢିବା ଫଳରେ କଞ୍ଚାମାଲ ସଂଗ୍ରହରେ ବହୁତ ଅସୁଭିଧାର ସମ୍ମୁଖୀନ କରିବାକୁ ପଡୁଛି ।ଏହାକୁ ଦୃଷ୍ଟିରେ ରଖି automobiles and ଏଲେକ୍ଟ୍ରୋନିକ କମ୍ପାନୀ ମନେ ଭାରତ ଆସିବାକୁ ମନ ବଳ ଉଛନ୍ତି ।
Hero ମୋଟର କମ୍ପାନି ର ପରିଚାଳନା ନିର୍ଦେଶକ pawan munjal କହିଛନ୍ତି ଯେ auto ଯନ୍ତ୍ରାଂଶ ପ୍ରସ୍ତୁତ କରି କମ୍ପାନିଗୁଡିକ ଭାରତୀୟ କମ୍ପାନି ଗୁଡିକ ସହସମ୍ପର୍କ କେଉଛନ୍ତି ।
ଏହି କମ୍ପାନୀ ଗୁଡିକ ଚନରେ କାରବାର କରୁଛନ୍ତି ।ହେଲେ କିଛି ଦସନ୍ଦି ହେଲା ଚୀନରେ ସବୁବେଳେ କିଛିନା କିଛି ମହାମାରୀ ଲାଗିରହିଥାଏ ସେଇଥି ପାଇଁ ବହୁତ କଂପାନୀ ଏବେ ଭାରତ ମୁହାଁ ହେବାକୁଚା ହୁ ଛନ୍ତି ।
ଏହା ଭାରତ ପାଇଁ ବହୁତ ଭଲ ଖବର ।ଏହି କରୋନା virus ପାଇଁ ଜାପାନ ର ସମସ୍ତ କମ୍ପାନୀ ଚିନରୁ ସ୍ଥାନାନ୍ତର କରିବା କୁ ଆଗବର ହେଲେଣି ।ଏହି କ୍ଷେତ୍ରରେ ସହାୟତା କରିବାପାଇଁ ଜାପାନ ସରକାର 220 କୋଟି ଡଲାର ନିବେଶ କରିଛନ୍ତି ।ଏଭଳି କ୍ଷେତ୍ରରେ ଜାପାନ କମ୍ପାନୀ ଗୁଡିକସହ ଯୋଡ଼ିହେବାପାଇ ଏହା ଭାରତ ପାଇଁ ଭଲ ସୁଯଗ ବୋଲି ମୁଞ୍ଜଲ କହିଛନ୍ତି । ତା ସହିତ ଜଂଜାନ ଅଣ୍ଡ son ସହିତ ବହୁତ ଫାର୍ମା କମ୍ପାନି ଭାରତ ଆସିବାକୁ ମନ ବଳାଇଛନ୍ତି ।ଏଭଳି କ୍ଷେତ୍ର ରେ ଜାପାନ ନିଜ କମ୍ପାନି ଗୁଡିକ ଓ 1000 କଂପାନୀ ଆସିବା ପାଇଁ maନବଳାଇଛନ୍ତି ।ଏହା ଭାରତ ପାଇଁ ଭଲ ଖବର

0 Comments:
Please do not enter any spam link in the comment box