|
(କବିସୂର୍ଯ୍ୟନଗର )ଆଜିର ଆଧୁନିକ ଯୁଗରେ ସୋସିଆଲ ମିଡ଼ିଆର ଚାହିଦା ବହୁତ ଅଧିକ ଆଜିର ସମୟରେ ଯାହାକିଛି ଘଟେ ସେହି ସୋସିଆଲ ନେଟୱର୍କ ମାଧ୍ୟମରେ ଘଟିଥାଏ .ସେଥିମଧରୁ whats-apps ଚାହିଦାବହୁତ . ସମଗ୍ର ବିଶ୍ୱକୁ କରୋନ virus ହଜାର-ହଜାର ଲୋକଙ୍କ ଜିବନ ନେଇସାରିଛି ହେଲେ ଅମ ସମାଜରେ ନିର୍ଲଜ ,ଅସାମାଜିକତା ଲୋକମାନଙ୍କୁ ଥଟା ,ମଜା ଲାଗିଛି ତା ସହିତ ସହି ଅସାମାଜିକ ଲୋକମାନଙ୍କ ଦ୍ୱାରା କେତେକ କରୋନ virus ର ମିଥ୍ୟା ଖବର ଓ ମଜା ଭିଡ଼ିଓ ବନାଇଁ ବିଭିନ୍ନ ଗ୍ରୁପ ବା ସୋସିଆଲ ନେଟୱର୍କ ରେ ଛାଡ଼ନ୍ତି ଏହାଏକ ଦଣ୍ଡନୀୟ ଅପରାଧ ଏସବୁ ଦୃଷ୍ଟିରେ ରଖି ପ୍ରଶାସନ ଦୃଢ ନିଷ୍ପତି ନେଇଛନ୍ତି . ସମସ୍ତ whatsapp ,Facebook କିମ୍ବା କୌଣସି ସୋସିଆଲ ନେଟୱର୍କ ରେ କିଛି ମିଥ୍ୟା ଖବର କୁ ପ୍ରୋତ୍ସାହନ ଦିଅନ୍ତି ତାହେଲେ ସୋସିଆଲ ନେଟୱର୍କରେ ଥିବା ଆଡମିନ ମାନଙ୍କ ଉପରେ ଦୃଢ କାର୍ଯାନୁଷ୍ଠାନ ନିଆଯିବା ଓ whats-app ଗ୍ରୁପ୍ ଆଡମିନ୍ ପାଇଁ ଗ୍ରୁପ୍ ବନ୍ଦ କରିବାକୁ ଅନୁରୋଧ କରାଯାଇଛି କାରଣ ପୋଲିସ୍ ଆଡମିନି ଏବଂ ଗ୍ରୁପ୍ ସଦସ୍ୟଙ୍କ ଭିଡିଓ 68, 140 ଏବଂ 188 ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ଯଦି କେହି କରୋନା ପାଇଁ ଭୁଲ୍ ତଥ୍ୟ କିମ୍ବା ମଜାକ ଭିଡ଼ିଓ ବିଷୟରେ କରି ପୋଷ୍ଟ କରନ୍ତି | ସମସ୍ତେ ଅସୁବିଧାରେ ପଡ଼ିପାରନ୍ତି | ତେଣୁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଶାସନ ବାଧ୍ୟ ହେବ . ଦୟାକରି ଏପରି କରନ୍ତୁ ନାହିଁ .
ଘରେ ରୁହନ୍ତୁ -କରୋନ virus ରୁ ଦୁରେଇ ରୁହନ୍ତୁ
ଗ୍ରୁପ୍ admin ଦୟାକରି ଏହାକୁ କଠୋର ଭାବରେ ପାଳନ କରନ୍ତୁ |
whatsapp group admin arrested |
whatsapp group admin arrested
|
Categories:
Technology
0 Comments:
Please do not enter any spam link in the comment box