https://dandajatra.blogspot.com/ |
ଆଜିଠୁ ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଗଞ୍ଜାମ ଜିଲ୍ଲାର ଦଣ୍ଡ ଯାତ୍ରା । କୋଭିଡ କଟକଣା ଭିତରେ ପାଳିତ ହେବ ଏହି ଯାତ୍ରା । ଦୀର୍ଘ 2020 ଠାରୁ ଏହି ବିଶ୍ୱ ପ୍ରସିଦ୍ଧ ଦଣ୍ଡ ଯାତ୍ରା covid ହେତୁ ସମ୍ପୂର୍ଣ ବନ୍ଦ ହୋଇଥିଲା . କିନ୍ତୁ ବିଗତବର୍ଷ ବା 2021 ବର୍ଷ ବହୁତ ନୀତିନିୟମ ଓ ସରକାରଙ୍କ covid ନିଅମକୁ ଆଖି ଆଗରେ ରଖି ଏହି ଯାତ୍ରା ପାଳନ କରାଯିବ ସମସ୍ତ ଦଣ୍ଡ ନାଚର ସଭାପତି ଓ ସମ୍ପାଦକମାନେ ଘୋଷଣା କରିଛନ୍ତି. ରାତ୍ର ରେ ହେବାକୁ ଥିବା ସମସ୍ତ ରଙ୍ଗାରଙ୍ଗ କାର୍ଯ୍ୟ କ୍ରମ ସମ୍ପୂର୍ଣ ବନ୍ଦ ରହିବ,ଓ ପ୍ରସାଦ ସେବନ ବେଳେ ବହୁତ ଲୋକ ପ୍ରସାଦ ସେବନ କରିବା ପାଇଁ ଆସୁଥିଲେ ଯାହାକି covid ନିୟମ ପାଇଁ ତାହା କେବଳ ଭୁକ୍ତା ମାନଙ୍କୁ ନେଇ ହବ. ଏଥି ପାଇଁ ପ୍ରଶାସନ ବହୁତ ଦୃଢ ନିଷ୍ପତି ନେଇଛନ୍ତି ! ସଂଧ୍ୟା ସମୟରେ କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ କୌଣସି ନାଟକ ପରିବେଷଣ କରାଜୀବନାହିଁ . ସରକାରଙ୍କର ସମସ୍ତ covid ନିୟମ ଚାଲି ବାକୁ ବାଧ୍ୟ୍ୟ :ସୌଜନ୍ୟ କବିସୂର୍ଯ୍ୟନଗର ସୋସିଆଲ ମେଡିଆ ଓ ଦଣ୍ଡ ନାଚ ବୃନ୍ଧ .
ଆମର ଆସା ଜୟ ମାକାଳି ନିଜ ଯାତ୍ରା ଏଥର ସମ୍ପୂର୍ଣ କରିବା ସତ୍ୱେ ଏହି ବିଶ୍ୱ ରେ ଦେଖାଦେଇଥିବା କରୋନା କୁ ଭି ସମ୍ପୂର୍ଣ ବିନାଶ କରିବେ .ଜୟ ମାକାଳି .ଜୟ ମାକାଳି ..
ମା ଜଗତର କଲ୍ୟାଣ କରନ୍ତୁ.ଜୟ ମାକାଳି
0 Comments:
Please do not enter any spam link in the comment box