କରୋନା କଟକଣା: ନୀତି କାନ୍ତିରେ ଆରମ୍ଭ ହେଲା ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଯାତ୍ରା |
କବିସୂର୍ଯ୍ୟନଗର:24th/march/20 ଗଞ୍ଜାମ ଜିଲ୍ଲାର ବିଶ୍ୱପ୍ରସିଦ୍ଧ ଦଣ୍ଡନାଚ ଆଜି 24th march 2020 ମା ଦଣ୍ଡକାଳୀଙ୍କ 21 ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି ।କରୋନା virus ଯୋଗୁ ପ୍ରଶାସନ ପକ୍ଷରୁ ଜାରିହୋଇଥିବା କଟକଣା ଯୋଗୁ ଏହି ବର୍ଷ ଦଣ୍ଡନାଚ ଟି ନିରାଡ଼ମ୍ବରରେ ପାଳିତ କରାଯାଇଛି ।କୌଣସି ଅପରା ର ଆୟୋଜନ ହୋଇନାହି । ମାତ୍ର ପରମ୍ପରା ଅନୁସାରେ ବର୍ଷକୁ 21ଦିନ ଓ 13 ଦିନ ମେଷ ସଂକ୍ରାନ୍ତି ପର୍ଯ୍ୟନ୍ତ ମା ଦଣ୍ଡକାଳୀ ନିଜମନ୍ଦିର ଛାଡି ଜଗତର କଲ୍ୟାଣ ହେତୁ ବାହାରକୁ ଆସିଥାନ୍ତି ।ଏଥିରେ ଯୋଗଦେଉଥିବା ଭକ୍ତ ମାନକୁ ଭୁକ୍ତା କୁହାଯାଏ ।ଏହିବର୍ଷ corona virus ଯୋଗୁଁ ଦଣ୍ଡନାଚଟି ପୁରା ଫିକା ପଡିଯାଇଛି ।ଏଣୁ ଏହି ବିଧି ଓ ପରମ୍ପରା କୁ ରକ୍ଷାକରି ଦଣ୍ଡନାଚ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ କେବଳ ଏହିବର୍ଷ ଦେବନୀତି କରାଯାଇଛି ।କରୋନା ରୁ ବିଶ୍ୱବାସୀଙ୍କୁ ରକ୍ଷା କରିବାପାଇଁ ମାଙ୍କ ପାଖରେ ବିନତି କରାଯାଇଛି।
ବିଭିନ୍ନ ସ୍ଥାନରେ 21 ଦିନକୁ ହେବାକୁ ଥିବା ଦଣ୍ଡନାଚ ବର୍ତ୍ତମାନ 24th march ରେ ନବାହାରି 1st april ବା 13 ଦିନିଆ ଦଣ୍ଡନାଚ ବାହାରିବ ବୋଲି ଆୟୋଜନ ଅଛି ଓ କରନା ଯୋଗୁ ନିରାଡ଼ମ୍ବର ରେ ମାଙ୍କ କାର୍ଯ୍ୟ ଅୟୁଜିତ ହେବ। ସେଥିମଧ୍ୟରୁ କବିସୂର୍ଯ୍ୟନଗର ରେ ଥିବା ତିନି ଥଳ ରୁ କୌଣସି ଭି ଥଳ 21 ଦିନଆ ବାହାରି ନି 13ଦିନିଆ ବାହାରିବ । ୟେ ହଉଛି ଦଣ୍ଡଯାତ୍ରା ଇତିହାସ ର ଗୋଟେ ଡସ୍ୱରଣିଅ ଦିବ କହିଲେ ଅତୃତୀ ହେବନାହିଁ। ଆମ ପାଖରେ ଥିବା ପୁରୁଷତମପୁର ଦଣ୍ଡଯାତ୍ରା ଆଜି ନିରାଡ଼ମ୍ବର ରେ ପାଳିତ ଲରାଯାଇ ଅଛି ।ଢୋଲ,ଗିନିସହ କଳାରୁଦ୍ରମଣି କୁ ଭଜହେ ଶବ୍ଧ ଶୁଭୁନି ପୁରୁଷତମପୁର ରେ ସହର ପରିକ୍ରମା କରିବାକୁ ମା ଯାଇନାହାନ୍ତି ।ଯାହାଫଳରେ ଦାଣ୍ଡରେ ପୂର୍ଣକୁମ୍ଭ ମାନ ଦେଖିବାକୁ ମିଳୁନାହିଁ ।କେବଳ ନିରାଡ଼ମ୍ବରରେ ରେ ଦେବ କାର୍ଯ୍ୟ ଚାଲିଛି। ଆସନ୍ତୁ ସେହି ମା ଜଗତ ଜନନୀ ମା ଙ୍କୁ ବିନତି କରିବା ଏହି ସଂସାରୁ corona କୁ ହଟେଇ ମାନବ ଜୀବନକୁ ରକ୍ଷା କରିବେ ।
Artical ଟି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ।
Jai hind,
Categories:
Danda Nacha
0 Comments:
Please do not enter any spam link in the comment box