Janata Karfu-କବିସୂର୍ଯ୍ୟନଗର ରେ ଜନତା କର୍ଫ୍ୟୁ

kabisuryanagar
Janata Karfu-କବିସୂର୍ଯ୍ୟନଗର ରେ  ଜନତା କର୍ଫ୍ୟୁ

ବୈଜ୍ଞାନିକ ଦୃଷ୍ଟିକୋଣରୁ 14 ଘଣ୍ଟାର କର୍ଫ୍ୟୁ ଭାଇରସ୍ ଚକ୍ରରେ ଏକ ବିଛିନ୍ନତା ସୃଷ୍ଟି କରିବ । ସୂଚନା ଅନୁସାରେ କୋରୋନା ଭାଇରସ୍ କୌଣସି ବସ୍ତୁ ଉପରେ ସର୍ବାଧିକ 12 ଘଣ୍ଟା ହିଁ ବଞ୍ଚି ପାରିବ। 14 ଘଣ୍ଟାର କର୍ଫ୍ୟୁ ଅର୍ଥାତ୍ ନୂତନ ସଂକ୍ରମଣର ସୁଯୋଗ ନାହିଁ। ନୂତନ ଶରୀର ନ ମିଳିଲେ ଭାଇରସ୍ ସ୍ଵତଃ ନଷ୍ଟ ହୋଇଯିବ। ଆମର ସଡ଼କ, ଅଫିସ୍ , ଅନୁଷ୍ଠାନ ଓ ବ୍ୟାବସାୟିକ ପ୍ରତିଷ୍ଠାନ ର ସରଞ୍ଜାମ, କବାଟ, ଲିଫ୍ଟ୍, ରେଲିଂ ଇତ୍ୟାଦି ସ୍ଵତଃ ଭୁତାଣୁ ଶୂନ୍ୟ ହୋଇଯିବ। ଆସନ୍ତୁ ଆଗାମୀ ରବିବାର ସକାଳ 7 ଘଣ୍ଟାରୁ ରାତ୍ର 9ଘଣ୍ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ କରି କୋରୋନା ଭାଇରସ୍ କୁ ବ୍ୟାପିବା ରୁ ରୋକିବା। *ମନେ ରଖନ୍ତୁ: କୋରୋନା ମୁକାବିଲାରେ ଆପଣ ହିଁ ଯୋଦ୍ଧା*।
ସାରାବିଶ୍ୱକୁ କୋକୁଆ ଭୟରେ ପରିଣତ କରିଥିବା କରୋନା virous ବର୍ତମାନ ଭାରତରେ ଭି ପ୍ରଭାବିତ କରିଛି |ବର୍ତ୍ତମାନ ଭାରତରେ  କରୋନା virous  ରୋଗୀସଂଖ୍ୟା 345 ହୋଇଥିବା ସ୍ଥଳେ ମୃତୁ ସଂଖ୍ୟା ପାଞ୍ଚ ଜଣ ରେ ପହଁଚି ଛି।ଏହି virous south coria, china, europ ଦେଶଗୁଡିକରେ ବହୁତ ପ୍ରଭାବ ପଡିଛି ।ପ୍ରାୟ186 ଟି ଦେଶରେ corona virus ର ଉତ୍ପାତ କରିବାସହ ବୁହୁତ ଲୋକଙ୍କୁ ମୃତ୍ୟୁ ମୁଖକୁ ପହଚାଇ ଛି।ଏଥି ସହିତ ଆମ ଭାରତ ଭି ପ୍ରଭାବିତ ହୋଇଛି ।ସାରା ବିଶ୍ୱରେ କରନା virous ସଂଖ୍ୟା300800(ତିନିଲକ୍ଷ ଆଠ ହଜାର) ଓ ମୃତ୍ୟୁ ସଂଖ୍ୟା ସମଗ୍ର ବିଶ୍ୱରେ 13800ଯଦି ଭାରତର ଜନସାଧରଣ ଏଥିପ୍ରତି ସଜାଗ ନହୁଅନ୍ତି ତ ବହୁତ ଭୟାବହ ପରିସ୍ଥିତି ଉପୁଜିବ। ଆସନ୍ତୁ ଏହି virous କୁ ଲଢ଼ିବା ପାଇଁ କେବଳ ସଚେତନ ତା ହି ଦରକାର  । ଏଥିପାଇଁ  ମାନ୍ୟବର ପ୍ରଧାନମନ୍ତ୍ରୀ march 22th କୁ ଜନତା କର୍ଫ୍ୟୁ କୁ ପାଳନ କରିବାକୁ କହିଛନ୍ତି।ଏହାର ଅର୍ଥ ହେଲା କରନା virous ରୁ ବଞ୍ଚିବା ପାଇଁ ନିଜନିଜକୁ ସଚେତନ କରିବା ।ଏଥିରେ ସକାଳ 7ଟାରୁ ରାତ୍ର 9 ପର୍ଯ୍ୟନ୍ତ ସବୁକିଛି ବନ୍ଦ ରହିବ ଓ ସନ୍ଧ୍ୟା 5ଟା ସମୟରେ ଭଗବାନ କୁସୁମରଣା କରି ଘଣ୍ଟ ଓ ତାଳି କରିବାକୁ ଆଦେଶ ଦେଇଛନ୍ତି।ଏହି ଜନତା କରଫରୁ କୁ କବିସୂର୍ଯ୍ୟନଗର ର ବାସୀ ସ୍ୱଇଛା ରେ ଜନତା କର୍ଫୁ କୁ ଅତିଶାନ୍ତି ର ସହ ପାଳନ କରିଛନ୍ତି ।
discoverkabisuryanagar.blogspot.com
Add caption
ଏଥିରେ କବିସୂର୍ଯ୍ୟ ନଗର ର ସମସ୍ତ ବଜାର ଯଥା ଗଣେଷ ବଜାର, mainroad ,ମହାମୟୀ ବଜାର, ପରିବା ବଜାର, ମାଛ ବଜାର, ସମସ୍ତ ବଜାର ଦୋକାନ, ଅନୁଷ୍ଠାନ ବନ୍ଦ ହୋଇଛି ।କେବଳ ଔଷଧ ଦୋକାନ ଖୋଲା ରହିଛି ।ତା ସହିତ ସମସ୍ତ ମନ୍ଦିର ଅନୁଷ୍ଠାନ ଅନୁଷ୍ଠାନ ପୁଜାର୍ଚନା କରିବନ୍ଦ କରାଯାଇଛି।ସମସ୍ତ ନଗର ବାସୀକୁ ଅଶେଷ ଅଶେଷ ଧନ୍ୟବାଦ ପ୍ରଶାସନକୁ ସାହାଯ୍ୟ କରିଥିବାରୁ ।ଆସନ୍ତୁ ଘରେ ରହିବା କରନା ସହିତ ଲଢ଼ିବା।ଆସନ୍ତୁ କରନା ସହିତ ଲଢ଼ିବା।ଆବଶ୍ୟକ ସ୍ଥଳେ ବାହାରକୁ ବାହାରିବା ।ଆସନ୍ତୁ ସମସ୍ତେ ସେହି ଜଗତର ନାଥ ଜଗନ୍ନାଥ ଙ୍କ ପାଖରେ ବିନତି କରିବା ଏହିମହାମରିରୁ ଆମକୁ ରକ୍ଷା କରିବେ । ଜୟ ଜଗନ୍ନାଥ,💐💐💐💐💐💐💐💐💐💐💐💐💐💐💐💐💐💐💐💐💐

                                                    Pura Video Ku Dehanu
           


discoverkabisuryanagar.blogspot.com
mediri sahi- mainroad
















































Share This

1 comment:

  1. ସବୁଦିନ ପାଇଁ ମନେ ରହିବ।।।
    Corona ପାଇଁ ବହୁତ ଅସୁଭିଧା

    ReplyDelete

Please do not enter any spam link in the comment box