Showing posts with label Discover Kabisurya Nagar. Show all posts
Showing posts with label Discover Kabisurya Nagar. Show all posts
ମା ମହାମାୟୀ ଙ୍କ ଠାକୁରାଣୀ ଯାତ୍ରା 2020 ର ତାରିଖ -Thakurani-Jatra A Rare Festival of Odisha

ମା ମହାମାୟୀ ଙ୍କ ଠାକୁରାଣୀ ଯାତ୍ରା 2020 ର ତାରିଖ -Thakurani-Jatra A Rare Festival of Odisha

boirani jatra 2020
2020 jatra Date

*ଧାର୍ଯ୍ୟ ହେଲା କବିସୂର୍ଯ୍ୟ ନଗର ମା ମହାମୟୀ ଙ୍କ ଯାତ୍ରା ତାରିଖ* *28/2/2020* - *4.14pm to 5.47pm - *ଶୁଭ ଖୁଣ୍ଟି ସ୍ଥାପନ* *27/4/2020*💐 *ମା ମହାମୟୀ ଙ୍କ ଅସ୍ଥାୟୀ ଘର ପ୍ରତିଷ୍ଠା* *29/4/2020* 6.05pm ରେ *ମାଆ ଙ୍କ ଆଗମନ*🙏🙏 *ଯାତ୍ରା ଶେଷ ତାରିଖ* *1/6/2020* *ସୋମବାର ରାତ୍ର 3.42am ରୁ 4.25am ସ୍ଥାୟୀ ମନ୍ଦିର କୁ ମାଆ ଙ୍କ ପ୍ରବେଶ* *ଯାତ୍ରା ଶେଷ*
କବିସୂର୍ଯ୍ୟାନଗର ,ଗଞ୍ଜାମ ,ଓଡିଶା 8ଫଁ/ଫାଇବ/2020,ଶନିବାର ଦିନ କବିସୂର୍ଯ୍ୟ ନଗର ମହାମାୟୀ ମନ୍ଦୀରରେ  ମା ମହାମାୟୀ ଙ୍କ ଯାତ୍ରା ଉପଲକ୍ଷେ ଏକ  ସମାବେଶ ବସିଥିଲା ଏହି ସମାବେଶରେ କେବଳ କବିସୂର୍ଯ୍ୟ ନଗର ର ସାତ-ପାଟଣା   ବା ତିନି-ବାଡ଼ ର କେବଳ କିମିଟି  ଓ ମନ୍ଦିର ସଭାପତି ଓ କର୍ତ୍ତୃପକ୍ଷ ଯୋଗଦେଇ  ଏହି ସମାବେଶ ଟି କୁ କାର୍ଯ୍ୟ କାରି  କରିଥିଲେ | ଏହି ସମାବେଶରେ ତିନି ବାଡରୁ (କୁମୁଟି-ଵାଡ ,ଖଉଡା-ବାଡ଼,ପାଡ଼ସେଲିଆ-ବାଡ଼ ) ପ୍ରତି ବାଡ଼ ରୁ ସାତଜଣ ଲେଖିଏ  ସମୁଦାୟ ଏକୋଇଶି ଜଣ କମିଟି  ଯୋଗ ଦେଇଥିଲେ |


 ମନ୍ଦିର ର କରଂତୁ ପକ୍ଷ  ଓ ମାଙ୍କ ଘରର ଜଣେ ସଦସ୍ୟ ଭି ଯୋଗ ଦେଇଥିଲେ . ଏହି ସମାବେଶଷଟି ଦୀର୍ଘ ଦୁଇଘଣ୍ଟା ଧରି ଚାଲିଥିଲା . ଏହି କମିଟୀର ନିଷ୍ପତି ଓ ଆମ ପାଞ୍ଜିଅନୁ ସାରେ  ନିଷ୍ପତି ନିଆ  ଗଲା ଯେ ଆସନ୍ତା ପଲାଗୁନା ଶୁକ୍ଳ ପଞ୍ଚମୀ ଇଁରାଜୀ ମାସ 28/2/2020 ଶୁକ୍ରବାର ଦିନ ଘ -4:14ମି  ଠାରୁ ଘ 5:47 ମଧ୍ୟେ ଶୁଭଖୁଣ୍ଟି କୁ ନଗର ପରିକ୍ରମା କରି ଓ କଳସ ଯାତ୍ରା ସହ ଅଣାଯାଇ ମାମହାମୟୀଙ୍କ ମା ଘର ପାଖରେ ସ୍ଥାପନ କରାଯିବ . ମାଙ୍କ ଘର କବିସୂର୍ଯ୍ୟନଗର ,ଦେସିବେହେରା ସାହିରେ ଅବସ୍ତିତ . ତା ସହିତ ମାଙ୍କ ଅସ୍ଥାୟୀ  ଘର ନିର୍ମାଣ ଓ ପ୍ରତିଷ୍ଠା କରାଯିବ,ଯାତ୍ରା ର ତାରୀଖ ଭି ବାହାର କରାଗଲା |
kabisurya nagar jatra
2010  ମାଙ୍କ ଅସ୍ଥାୟୀ  ଘର
kabisurya nagar jatra
 ମାଙ୍କ ଅସ୍ଥାୟୀ  ଘର 2010


kabisurya nagar jatra
 ମାଙ୍କ ଅସ୍ଥାୟୀ  ଘର-2010

21 ଜଣ  କମିଟି ତରଫରୁ ଇଁରାଜୀ ତାରିଖ 27/4/2020 ଦିନ ମାଙ୍କ ଅସ୍ଥାୟୀ  ଘର  ପ୍ରତିଷ୍ଠା କରାଯିବ . ଓ ଏହି ଅସ୍ଥାୟୀ ଘରଟି ରେ ମା ମହାମାୟୀ ଯାତ୍ରା ଆରମ୍ଭ ରୁ ଶେଷ ଯାଇ ପୂଜା ପାଇବେ  . ଓ ତାହାର ଦୁଇ ଦିନ  ପରେ ବା 29/4/2020 ତାରିଖ ଦିନ ସେହି  କରୁଣା ମୟୀ-ମା  ,ଜଗତ ଜନନୀ-ମା,ସେହି ମା-ମହାମୟୀଙ୍କ ବିଶ୍ୱ ପ୍ରସୀଦ ଯାତ୍ରା ଅନୁଷ୍ଠିତ ହେବ ଓ ଏହି ଯାତ୍ରା ଦୀର୍ଘ ଏକ  ମାସ ଧରି ଚାଲିବ  ପରିଶେଷରେ  ବା 1/6/2020 ଶେଷ ହେବ . ଓ ପରି ଶେଷରେ ସେହି  ଜଗତଜନନି ମା ମହାମାୟୀ ଇଁରାଜୀ ତାରିଖ 1/06/2020 ସୋମବାର  ରାତ୍ର 3:42ମି ଠାରୁ  ଘ 4:25 ମିନଟ ରେ ମା ମହାମାୟୀ ଆମକୁ ଛାଡି  ପୁଣି ତାଙ୍କରି ମନ୍ଦିରକୁ ଚାଲି ଯିବେ . ଏଠି ସହ ଯାତ୍ରା ଭି ଶେଷ ହେବ .
 ବିଶେଷ ସୂଚନା ଯଦି କିଛି ଅସୁଭିଧା ଆସେ ତାହେଲେ ଯାତ୍ରା ର ସମୟ  କୁ ଭି ବଦଳି  ଯାଇପାରେ . ଆପଣଙ୍କୁ  ଆର୍ଟିକଲ  ଟି ଭଲ ଲାଗିଲା ତା ହେଲେ  ଆମ କୁ ନିଜ ମତା  ମତ ଜଣାଇବା କୁ  ଭୁଲିବେ ନାହିଁ |  ଦୟା କରି ନିଚୟ  ମତା  ମତ ସହ like ,share ,subscribe କରିବାକୁ  ଭୁଲିବେ ନାଇଁ ନାହିଁ ଓ ଅମ ସହ ଯୋଡି ହୁଅନ୍ତୁ .

ରାଜ୍ୟସ୍ତରୀୟ କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସ ୨୦୨୦ KABISURYA MAHOSHABA

ରାଜ୍ୟସ୍ତରୀୟ କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସ ୨୦୨୦ KABISURYA MAHOSHABA

KABISURYA MAHOSHABA
  ରାଜ୍ୟ ସ୍ତରୀୟ କବିସୂର୍ଯ୍ୟ ବଳଦେବ ଜୟନ୍ତୀ ମହୋତ୍ସବ-2020
କବିସୂର୍ଯ୍ୟ ମହୋତ୍ସ ପ୍ରତିବର୍ଷ ପରି ଏହି ବର୍ଷ jan 30,31,feb1 ଦିର୍ଘ 3ଦିନ ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବ ଟି ଦିର୍ଘ ଆଠ ବର୍ଷ ହେବ ହୋଇ ଆସିଛି । ଏହି ମହୋତ୍ସବ ରେ ରାଜ୍ୟରୁ ବହୁତ ମାନ୍ୟବର କବିମାନଙ୍କ  ର ସମିଳନୀ ହୋଇଥିଲା ।ତା ସଙ୍ଗେସଙ୍ଗେ କବିସୂର୍ଯ୍ୟ ବଳଦେବ ଙ୍କ ଚଙ୍କୁ ଓ ତାଙ୍କ ର ଜୀବନି ବିଷୟରେ ଆଲୋଚନା ହୋଇଥିଲା ।

            
                 ରାଜ୍ୟ ସ୍ତରୀୟ କବିସୂର୍ଯ୍ୟ ବଳଦେବ ଜୟନ୍ତୀ ମହୋତ୍ସବ-2020
କବିସୂର୍ଯ୍ୟ ବଳଦେବ ଗୋଟିଏ ମହାନ କବି ସହିତ ସେ ଜଣେ ସଂଗୀତନଜ୍ଞ ଭି ଥିଲେ ।ଏହି ମହୋଶବରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ, ଖଲିକୋଟ ବିଧାୟିକା ,ବ୍ରହ୍ମପୁର ବିଧାୟକ, ଜିଲ୍ଲାପାଳ, ଆମର ବିଧାୟିକା ଲତିକା ପ୍ରଧାନ ଓ ପୂର୍ବତନ ଚୈରମନ ମନୁମହାପତ୍ର ଯୋଗ ଦେବା ସହ ବହୁତ ମାନ୍ୟ ଗଣ ଅତିଥି ଯୋଗ ଦେବା ସହିତ ନଗର ର ମୂଖ୍ୟ ଅତିଥି ଯୋଗ ଦେଇଥିଲେ ।ଏହି ତିନି ଦିନରେ ବିଭିନ୍ନ କବିମାନଙ୍କର କବି କୁ ପରିବେଷଣ କରିଥିଲେ । ଓଡିଶା ପ୍ରସିଦ୍ଧ ଘୋଡା ନାଚ ଓ ଓଡିଶୀ ନାଚ ଭି ପରିବେଷଣ କରିଥିଲେ । ସ୍ଥାନୀୟ ଲୋକମାନଙ୍କ ଦ୍ଵାରା ବିଭିନ୍ନ କଳା ଓ ସଂସ୍କୃତି କାର୍ଯ୍ୟ କ୍ରମଭି ଅନୁଷ୍ଠିତ ହୋଇଥିଲା । ସର୍ବଶେଷ ରେ କଳା ଓ ସଂସ୍କୃତି ପରିବେଷଣ କରିଥିବା ପ୍ରବକ୍ତା ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଏହି କାର୍ଯ୍ୟା କ୍ରମକୁ 10000 ରୁ ଅଧିକ ନଗର ବାସି ବହୁତ ଭାବ ବିଭଳ  ହୋଇ ଉପଭୋଗ କରି ଥିଲେ ।
ଏହି କାର୍ଯ୍ୟ କ୍ରମ ର କିଛି ଦୃଶ୍ୟ ଅପଣ ମାନେ ତଳେ ଦେଖି ପାରିବେ । ଅଧିକ ଜାଣିବା ପାଇଁ ଆମ ସହ ଯୋଡି ହୁଅନ୍ତୁ ।
             ରାଜ୍ୟ ସ୍ତରୀୟ କବିସୂର୍ଯ୍ୟ ବଳଦେବ ଜୟନ୍ତୀ ମହୋତ୍ସବ-2020
           ରାଜ୍ୟ ସ୍ତରୀୟ କବିସୂର୍ଯ୍ୟ ବଳଦେବ ଜୟନ୍ତୀ ମହୋତ୍ସବ-2020
                 ରାଜ୍ୟ ସ୍ତରୀୟ କବିସୂର୍ଯ୍ୟ ବଳଦେବ ଜୟନ୍ତୀ ମହୋତ୍ସବ-2020
                 ରାଜ୍ୟ ସ୍ତରୀୟ କବିସୂର୍ଯ୍ୟ ବଳଦେବ ଜୟନ୍ତୀ ମହୋତ୍ସବ-2020
 ମା ମହାମୟୀଙ୍କ ମକର ସଂକ୍ରାତି

ମା ମହାମୟୀଙ୍କ ମକର ସଂକ୍ରାତି


ଭିଡ଼ିଓ ଟି କେମିତି ଲାଗିଲା ନୀଚୟ ନିଜ ମତାମତ ଦିୟନ୍ତ
#Discover kabisurya nagar©®©®©™™
କବିସୂର୍ଯ୍ୟନଗର ର ଆରାଧ୍ୟ ଦେବୀ ମା ମହାମୟୀଙ୍କ ମକର ସଂକ୍ରାତିରେ ନଗର ପରିକ୍ରମା ସମୟରେ ମା ମହାମାୟୀ ଙ୍କ ମନ୍ଦିର ଆଗରେ ହୋଇଥିବା ଆଳତି । ସେହି ଆଳତି ରେ ହଜାର ହଜାର ଭକ୍ତ ଯୋଗଦେଇ ମା ଙ୍କ ମକର ପର୍ବ କୁ ଅତି ସୁନ୍ଦର କରିଥିଲେ